ପ୍ରେମର ଲକ୍ଷଣ:

ପ୍ରେମର ଲକ୍ଷଣ:

ପ୍ରେମର ଲକ୍ଷଣ
  • ଆପଣ ଯାହାକୁ ଭଲ ପାଆନ୍ତି ତା’ଠାରେ କିଛି ବି ତୃଟି ଦେଖି ପାରନ୍ତି ନାହିଁ ।
  • ଏମିତି ବି ହୋଇ ପାରେ, ଆପଣ ଯାହାକୁ ଭଲପାଉଛନ୍ତି ତା’ଠାରେ ତୃଟି ଦେଖିଲେ ଵି ଆପଣ ତାହାକୁ ଗ୍ରହଣଯୋଗ୍ୟ ସିଦ୍ଧ କରିବାର ଚେଷ୍ଟାରେ ଲାଗିଯାଆନ୍ତି ଏବଂ କହିବସନ୍ତି କି ” ସମସ୍ତେ ତ ଏମିତି କରୁଛନ୍ତି , ଏହା ଏକ ମାମୁଲି କଥା ।”
  • ଆପଣ ଯାହାକୁ ଭଲପାଉଛନ୍ତି ତାଙ୍କ ପାଇଁ ଯେ ଆପଣ ଵିଶେଷ କିଛି କରିପାରୁନାହାନ୍ତି, ଏଇ ଭାଵଟି ଆପଣଙ୍କୁ ଆଚ୍ଛନ୍ନ କରି ରଖେ । ଆପଣ ତାଙ୍କ ପାଇଁ ଯେତେ ଅଧିକ କରନ୍ତି ସେତେ ଅଧିକରୁ ଅଧିକ ତାଙ୍କ ପାଇଁ କରିବାର ପ୍ରୟାସରେ ଥାଆନ୍ତି ।
  • ଆପଣଙ୍କ ମନୋରାଜ୍ୟରେ ସର୍ବଦା ସେମାନେ ରହିଥାନ୍ତି।
  • ଆପଣ ଯାହାକୁ ଭଲ ପାଆନ୍ତି , ଆପଣ ଚାହାନ୍ତି କି ସର୍ବଦା ସେ ସୁଖରେ ରହୁ।
  • ଆପଣ ଚାହାନ୍ତି କି ଯାହା କିଛି ଦୁନିଆରେ ସର୍ଵେତ୍ତମ, ସେ ସବୁର ଅଧିକାରୀ ସେ ହେଉ।

Leave a Reply

Your email address will not be published. Required fields are marked *