ପ୍ରେମର ଲକ୍ଷଣ:

ଆପଣ ଯାହାକୁ ଭଲ ପାଆନ୍ତି ତା’ଠାରେ କିଛି ବି ତୃଟି ଦେଖି ପାରନ୍ତି ନାହିଁ । ଏମିତି ବି ହୋଇ ପାରେ, ଆପଣ ଯାହାକୁ ଭଲପାଉଛନ୍ତି ତା’ଠାରେ ତୃଟି ଦେଖିଲେ ଵି ଆପଣ ତାହାକୁ ଗ୍ରହଣଯୋଗ୍ୟ ସିଦ୍ଧ କରିବାର ଚେଷ୍ଟାରେ ଲାଗିଯାଆନ୍ତି ଏବଂ କହିବସନ୍ତି କି ” ସମସ୍ତେ ତ ଏମିତି କରୁଛନ୍ତି , ଏହା ଏକ ମାମୁଲି କଥା ।” ଆପଣ ଯାହାକୁ ଭଲପାଉଛନ୍ତି ତାଙ୍କ ପାଇଁ ଯେ ଆପଣ ଵିଶେଷ କିଛି କରିପାରୁନାହାନ୍ତି, ଏଇ […]

read more

ପ୍ରେମର ଅଭିବ୍ୟକ୍ତି- ୧

ଆପଣ ଜଣକୁ କାହିଁକି ଭଲ ପାଆନ୍ତି ? ସେ ଲୋକଟି ନିକଟରେ ଥିବା କିଛି ଉତ୍ତମ ଗୁଣ ଯୋଗୁଁ ନା ଲୋକଟି ପ୍ରତି ଆପଣାର ଭାବ ବା ଅନ୍ତରଙ୍ଗତା ଯୋଗୁଁ ? ଜଣକ ପ୍ରତି ଆପଣଙ୍କ କିଞ୍ଚିତ୍ ବି ଆପଣାର ଭାବ ନ ଥାଇ ମଧ୍ୟ, ଆପଣ ତାଙ୍କର କୌଣସି ବିଶେଷ ପ୍ରତିଭା ପାଇଁ ଯଦି ତାଙ୍କୁ ଭଲ ପାଉଥାନ୍ତି ତେବେ ଏ ପ୍ରକାର ଭଲପାଇବା ପ୍ରତିଯୋଗିତା ମନୋଭାବ ଏବଂ ଈର୍ଷାକୁ ଜନ୍ମ ଦେଇଥାଏ| କିନ୍ତୁ କେବଳ […]

read more