Skip to content

TeaCofee

Your SMILE itself a Beauty.

  • Home
  • BLOG
  • English 4me
  • CONJUGATION:
  • SPIRITUAL
  • Copyright
  • Privacy Policy
  • CONTACT US
  • Home
  • BLOG
  • English 4me
  • CONJUGATION:
  • SPIRITUAL
  • Copyright
  • Privacy Policy
  • CONTACT US

Category Archives: Odia Diary

  • Home
  • Archive by category "Odia Diary"

ପ୍ରେମର ଲକ୍ଷଣ:

ପ୍ରେମର ଲକ୍ଷଣ
  • ଆପଣ ଯାହାକୁ ଭଲ ପାଆନ୍ତି ତା’ଠାରେ କିଛି ବି ତୃଟି ଦେଖି ପାରନ୍ତି ନାହିଁ ।
  • ଏମିତି ବି ହୋଇ ପାରେ, ଆପଣ ଯାହାକୁ ଭଲପାଉଛନ୍ତି ତା’ଠାରେ ତୃଟି ଦେଖିଲେ ଵି ଆପଣ ତାହାକୁ ଗ୍ରହଣଯୋଗ୍ୟ ସିଦ୍ଧ କରିବାର ଚେଷ୍ଟାରେ ଲାଗିଯାଆନ୍ତି ଏବଂ କହିବସନ୍ତି କି ” ସମସ୍ତେ ତ ଏମିତି କରୁଛନ୍ତି , ଏହା ଏକ ମାମୁଲି କଥା ।”
  • ଆପଣ ଯାହାକୁ ଭଲପାଉଛନ୍ତି ତାଙ୍କ ପାଇଁ ଯେ ଆପଣ ଵିଶେଷ କିଛି କରିପାରୁନାହାନ୍ତି, ଏଇ ଭାଵଟି ଆପଣଙ୍କୁ ଆଚ୍ଛନ୍ନ କରି ରଖେ । ଆପଣ ତାଙ୍କ ପାଇଁ ଯେତେ ଅଧିକ କରନ୍ତି ସେତେ ଅଧିକରୁ ଅଧିକ ତାଙ୍କ ପାଇଁ କରିବାର ପ୍ରୟାସରେ ଥାଆନ୍ତି ।
  • ଆପଣଙ୍କ ମନୋରାଜ୍ୟରେ ସର୍ବଦା ସେମାନେ ରହିଥାନ୍ତି।
  • ଆପଣ ଯାହାକୁ ଭଲ ପାଆନ୍ତି , ଆପଣ ଚାହାନ୍ତି କି ସର୍ବଦା ସେ ସୁଖରେ ରହୁ।
  • ଆପଣ ଚାହାନ୍ତି କି ଯାହା କିଛି ଦୁନିଆରେ ସର୍ଵେତ୍ତମ, ସେ ସବୁର ଅଧିକାରୀ ସେ ହେଉ।
  • 12 Feb, 2020
  • (1) Comments
  • By Mahendra Nath
  • Odia Diary

ପ୍ରେମର ଅଭିବ୍ୟକ୍ତି- ୧

ପ୍ରେମର ଅଭିବ୍ୟକ୍ତି-୧
  • ଆପଣ ଜଣକୁ କାହିଁକି ଭଲ ପାଆନ୍ତି ?
    • ସେ ଲୋକଟି ନିକଟରେ ଥିବା କିଛି ଉତ୍ତମ ଗୁଣ ଯୋଗୁଁ ନା ଲୋକଟି ପ୍ରତି ଆପଣାର ଭାବ ବା ଅନ୍ତରଙ୍ଗତା ଯୋଗୁଁ ?
  • ଜଣକ ପ୍ରତି ଆପଣଙ୍କ କିଞ୍ଚିତ୍ ବି ଆପଣାର ଭାବ ନ ଥାଇ ମଧ୍ୟ, ଆପଣ ତାଙ୍କର କୌଣସି ବିଶେଷ ପ୍ରତିଭା ପାଇଁ ଯଦି ତାଙ୍କୁ ଭଲ ପାଉଥାନ୍ତି ତେବେ ଏ ପ୍ରକାର ଭଲପାଇବା ପ୍ରତିଯୋଗିତା ମନୋଭାବ ଏବଂ ଈର୍ଷାକୁ ଜନ୍ମ ଦେଇଥାଏ|
    • କିନ୍ତୁ କେବଳ ଆପଣାର ଭାବ ଯୋଗୁଁ ଯେଉଁ ଭଲପାଇବା ହୁଏ ଈର୍ଷା ପରି ଦୁଃସମ୍ଭାବନା ନ ଥାଏ |
  • ଯଦି ଆପଣ କୈଣସି ଲୋକକୁ ତା’ର କୌଣସି ବିଶେଷ ପ୍ରତିଭା ବା ସଦଗୁଣ ଯୋଗୁଁ ଭଲପାଉଥାଆନ୍ତି , ତେବେ ଦୁଇଟି ଘଟଣା ଘଟିଥାଏ |
    • ଯଦି ଲୋକଟି ସମୟକ୍ରମେ ତା’ର ପ୍ରତିଭା ବା ବିଶେଷଗୁଣ ହରାଇବସେ , ଆପଣଙ୍କ ତା’ ପ୍ରତି ଥିବା ଭଲପାଇବା ମଧ୍ୟ ଊଣା ହୋଇଯାଏ |
    • ଦ୍ୱିତୀୟରେ ଲୋକଟିର ବିଶେଷଗୁଣର ସମ୍ପର୍କରେ ଆପଣ ଅଧିକ ଆସିବା ପରେ ସେ ଲୋକଟି ଆପଣଙ୍କ ପାଖରେ ଆଉ ବିଶେଷ ମୂଲ୍ୟବାନ ହୋଇ ରହେନାହିଁ |
  • କିନ୍ତୁ କେବଳ ଆପଣାର ଭାବ ଯୋଗୁଁ ଯେଉଁ ଭଲପାଇବା ଆସିଥାଏ , ତା’ର ପୁରା ପୁରି ନିଆରା |
    • ଯଦି କୌଣସି ଲୋକ ପ୍ରତି ଥିବା ଆପଣାର ଭାବ ଯୋଗୁଁ ତାଙ୍କ ପ୍ରତି ଥିବା ଭଲପାଇବା ପ୍ରଗାଢ ; ତେବେ ଏପରି ଭଲପାଇବା ଜନ୍ମ ଜନ୍ମ ପର୍ଯ୍ୟନ୍ତ ବଞ୍ଚିରହେ |
  • ଲୋକଙ୍କୁ କହିବାର ଶୁଣିଥିବେ ” ମୁଁ ଇଶ୍ୱରଙ୍କୁ ଭଲପାଏ, କାରଣ ସେ ମହାନ୍ “
  • ସେଇ ଲୋକମାନଙ୍କୁ ପ୍ରଶ୍ନ ଯଦି ଆପଣ ଜାଣିପାରିଥାନ୍ତେ କି ଈଶ୍ୱର ଆମ ଭଳି ମାମୁଲି, ସେ କ୍ଷେତ୍ରରେ ଆପଣ କ’ଣ କରିବେ ?
    • ସେତେବେଳେ ଈଶ୍ୱରଙ୍କ ପ୍ରତି ଆପଣଙ୍କ ଥିବା ପ୍ରେମ, ଭଲପାଇବା ସବୁ ଭୁଷୁଡି ପଡିବ |
    • ଈଶ୍ୱର ସର୍ଜନାକାରୀ ବା ବିନାଶକାରୀ ହୁଅନ୍ତୁ ନା କାହିଁକି ତାଙ୍କୁ ଯଦି ଆପଣ କୌଣସି ସର୍ତ ନ ରଖି କେବଳ ନିଜର ଆପଣାର ବୋଲି ଭାବି ଭଲ ପାଇ ପାରୁଛନ୍ତି, ତେବେ ଆପଣଙ୍କ ଭଲପାଇବା ତାଙ୍କ ପ୍ରତି ସଦାସର୍ବଦା ଅବିଚଳିତ ରହିବ |

ଆପଣାର ଭାବ ଯୋଗୁଁ ଯେଉଁ ଭଲପାଇବା ହୁଏ , ତାହା ନିଜର ନିଜ ପ୍ରତି ଥିବା ଭଲପାଇବା ଭଳି |ଶାଶ୍ୱତ ଭଲପାଇବା |

  • 11 Feb, 2020
  • (0) Comments
  • By Mahendra Nath
  • Odia Diary
Smiling zone
A beautiful smile is precious than penny.
synonyms4me
Health is Beauty is Life..
Have a good day
January 2021
M T W T F S S
 123
45678910
11121314151617
18192021222324
25262728293031
« Aug    
Namah Shivay
https://secureservercdn.net/198.71.233.227/hxz.8df.myftpupload.com/wp-content/uploads/2020/08/250JKN90BV_ZQJ_O42-0_H.mp4?time=1611406727
Recent Comments
  • web-dl on Loving Life
  • greenpub.eu on T20 World Cup: T20 बिश्वकप् : T20 ବିଶ୍ୱକପ୍ :
  • harmoniqhealth.com on Cricket match schedule :
  • Catherine on T20 World Cup: T20 बिश्वकप् : T20 ବିଶ୍ୱକପ୍ :
  • 1xbet официальный сайт регистрация по номеру on T20 World Cup: T20 बिश्वकप् : T20 ବିଶ୍ୱକପ୍ :
Archives
  • January 2021
  • August 2020
  • February 2020
Recent posts

Super Classy Bridal Wear :

7th January 2021

Your husband can’t Ignore your Choice :

7th January 2021

Blow Your Husband’s Mind with this new piece of Inner wear..

7th January 2021

National Sports Day of India :

30th August 2020
Meta
  • Register
  • Log in
  • Entries feed
  • Comments feed
  • WordPress.org
Recent Posts
  • Super Classy Bridal Wear :
  • Your husband can’t Ignore your Choice :
  • Blow Your Husband’s Mind with this new piece of Inner wear..
  • National Sports Day of India :
  • Thoughts of the day..
Meta
  • Register
  • Log in
  • Entries feed
  • Comments feed
  • WordPress.org
Simple Contact Form

© 2019 All Rights Reserved | StartKit WordPress Theme